Captain Dibya Sankar Mishra of BJD Odisha May Get Advantage after Gobinda Sahu Decision | THE Quiver

Captain Dibya Sankar Mishra of BJD Odisha May Get Advantage after Gobinda Sahu Decision | THE Quiver

ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ । ଏହି ଘଟଣା ଏବେ ଅନେକ ପ୍ରଶ୍ନର କାରଣ ହେଲାଣି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେ ପ୍ରଶ୍ନ ଏବେ ଉଠିଲାଣି । ତାଙ୍କର ମୃତ୍ୟୁ କାହାକୁ ଲାଭ ଦେବ? ତାଙ୍କ ମୃତ୍ୟୁ ବେଶ୍ ବିବାଦୀୟ ହୋଇଥିବା ପୂର୍ବତନ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଆଡ଼କୁ ଯିବ କି? ନା ତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ପ୍ରମାଣିତ ହୋଇଗଲେ, ଦୋଷ ତାଙ୍କ ଆଡ଼କୁ ବୁଲିଯିବ କି? ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ କ୍ୟାପଟେନ୍ ଖସିବେ ନା ଫସିବେ? ଦେଖନ୍ତୁ ଏହି ରିପୋର୍ଟ...
#mamitameherdeathcase #gobindasahusucide #Bolangir #captaindibyasankarmishra #OdishaPolitics ##UpdateNews

Get Touch With Us!
--------------------------
Subscribe "TheQuiverNews" in YouTube! https://bit.ly/3t9rR5R
Like us in Facebook: https://www.facebook.com/thequivernews
Follow us in Instagram: https://www.instagram.com/thequivernews/
Follow us in Twitter: https://twitter.com/thequivernews
Visit our website: https://od.thequiver.in/
Follow us in LinkedIn: https://www.linkedin.com/company/thequivernews/

latest newsbig breakingbreaking updates

Post a Comment

0 Comments